ଭୁବନେଶ୍ବର: ଭିକ୍ଷାବୃତ୍ତି କରିଥିବା ଲୋକଙ୍କ ଥଇଥାନ ପାଇଁ ପୁରୀ ଓ ଭୁବନେଶ୍ବରରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ। ଯାହା ତାଙ୍କ ଆର୍ଥିକ କଷ୍ଟ ନିବାରଣ କରିବ। ପରେ ସାରା ରାଜ୍ୟରେ ଏହା ଖୋଲାଯିବ।
ସେହିପରି ଖୁବଶୀଘ୍ର କିନ୍ନରମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ । ଏନେଇ ରାଜ୍ୟର 5000ରୁ 6000 କିନ୍ନର ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସରକାର ଯୋଜନା କରିଥିବା ସୂଚନା ମିଳିଛି ।
ଭିକାରୀଙ୍କୁ ଦିଆଯିବ ଧନ୍ଦାମୂଳକ ତାଲିମ - ଭୁବନେଶ୍ବରରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର
ଭିକାରୀଙ୍କୁ ଦିଆଯିବ ଧନ୍ଦାମୂଳକ ତାଲିମ
12:57 January 30
ଭିକାରୀଙ୍କୁ ଦିଆଯିବ ଧନ୍ଦାମୂଳକ ତାଲିମ
Last Updated : Jan 30, 2020, 2:23 PM IST