ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟମକୁ କଡାକଡି ପାଳନ କରୁଛନ୍ତି । କୋଭିଡ ନିୟମ ଉଲ୍ଲଂଘନ ନେଇ ପଟିଆ ଇନ୍ଫୋସିଟିର ଏକ ବାର ସହ ଅନେକ ଦୋକାନକୁ ସିଲ କରିଛି ବିଏମସି । ଏନେଇ ପ୍ରାୟ ୧୮୫୦୦ ଟଙ୍କା ଫାଇନ ଆଦାୟ କରିଛି ବିଏମସି ।
କୋଭିଡ ଗାଇଡଲାଇନ ଉଲ୍ଲଂଘନ, ସିଲ ହେଲା ବାର୍ - ସିଲ ହେଲା ବାର
କୋଭିଡ ଗାଇଡ ଲାଇନ ଉଲ୍ଲଂଘନ । ସିଲ ହେଲା ବାର ସହ ଅନେକ ଦୋକାନ । ଅଧିକ ପଢନ୍ତୁ...
![କୋଭିଡ ଗାଇଡଲାଇନ ଉଲ୍ଲଂଘନ, ସିଲ ହେଲା ବାର୍ bar sealed in bhubaneswar for covid guidelines violation](https://etvbharatimages.akamaized.net/etvbharat/prod-images/768-512-11271707-thumbnail-3x2-k.jpg)
କୋଭିଡ ଗାଇଡ ଲାଇନ ଉଲଘଂନ, ସିଲ ହେଲା ବାର
କୋଭିଡ ଗାଇଡ ଲାଇନ ଉଲଘଂନ, ସିଲ ହେଲା ବାର
ବିଏମସି ନର୍ଥ ଜୋନ ଜୋନାଲ କମିଶନର ପୁରନ୍ଦର ନନ୍ଦ,ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କ ନେତୃତ୍ୱରେ ବିଭିନ୍ନ ଦୋକାନ ବଜାରରେ ଚଢ଼ାଉ କରି ସିଲ କରାଯାଇଛି । ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
ଭୁବନେଶ୍ବରରୁ ସଞ୍ଜିବ ରାୟ,ଇଟିଭି ଭାରତ