ଭୁବନେଶ୍ବର: କଂଗ୍ରେସ ଭବନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ବନ୍ଦେ ଉତ୍କଳ ଜନନୀ ଗାନ କାର୍ଯ୍ୟକ୍ରମକୁ ଏକ ଘଣ୍ଟା ଧରି ପାଳନ କରୁଛି ରାଜ୍ୟ କଂଗ୍ରେସ । କଂଗ୍ରେସ ଭବନରେ ଅୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଜାତୀୟ ସଙ୍ଗୀତ ଗାନରୁ। ଏହାପରେ କରୋନା ଯୁଦ୍ଧରେ ତଥା ଘରକୁ ଫେରିବା ବେଳେ ଜୀବନ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି ।
କଂଗ୍ରେସ ଭବନରେ ବନ୍ଦେ ଉତ୍କଳ ଜନନୀ ସମୂହ ଗାନ - କଂଗ୍ରେସ ଭବନ
ବନ୍ଦେ ଉତ୍କଳ ଜନନୀ ଗାନ କାର୍ଯ୍ୟକ୍ରମକୁ ଏକ ଘଣ୍ଟା ଧରି ପାଳନ କରୁଛି ରାଜ୍ୟ କଂଗ୍ରେସ । କଂଗ୍ରେସ ଭବନରେ ଅୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଜାତୀୟ ସଙ୍ଗୀତ ଗାନରୁ। ଅଧିକ ପଢନ୍ତୁ..
bande-utkal-janani-sang-in-the-congress-building
ବିଭିନ୍ନ ଦେଶାତ୍ମବୋଧ ସଙ୍ଗୀତ ସହ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ କଂଗ୍ରେସ ଏହି କାର୍ଯ୍ୟକ୍ରମ କରିଛି। କାର୍ଯ୍ୟକ୍ରମ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରବାସୀ ଓଡିଆଙ୍କ କଥା ନେଇ ଦୁଃଖ ପ୍ରକାଶ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ