ଭୁବନେଶ୍ବର: ବାଣପୁର ବ୍ଲକରେ ହୋଇଥିବା ରାଜନୈତିକ ହିଂସା ଘଟଣା । ବିଧାୟକଙ୍କ ଗାଡ଼ି ଦୁର୍ଘଟଣାରେ ଆହତ ମାନଙ୍କୁ ଏମ୍ସରେ ଯାଇ ଭେଟିଲେ ବିଜେପି ବରିଷ୍ଠ ନେତା ସମ୍ବିତ ପାତ୍ର । ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଭିଡ଼ ଭିତରକୁ ଚଢ଼ାଇ ଦେବା ଫଳରେ ପ୍ରାୟତଃ 20ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ।
ଏହା ମଧ୍ୟ ପଢ଼ନ୍ତୁ:Banapur Violence: ଡ୍ରାଇଭିଂ କରୁଥିଲେ ଖୋଦ ବାହୁବଳୀ ବିଧାୟକ, ପଥର ମାଡରେ ଗୁଣ୍ଡ ହୋଇଗଲା ରେଞ୍ଜ ରୋଭର