ଭୁବନେଶ୍ବର:ରାଜଧାନୀରେ ATM ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିଲେ 2 ଲୁଟେରା । ଆଉ ଏଟିଏମ ଭାଙ୍ଗି ଲୁଟ କରୁଥିବାବେଳେ ଲୁଟେରାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ଏହି ଘଟଣାରେ ୨ ଏଟିଏମ ଲୁଟେରାଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ । ଏଭଳି ଲୁଟ୍ ଘଟଣା ଦେଖିବାକୁ ମିଳିଛି ରାଜଧାନୀସ୍ଥିତ ପୁରୁଣା ଭୁବନେଶ୍ବର ଅଧିନ ବଢ଼େଇବାଙ୍କ ଛକ ନିକଟରେ ଥିବା ଏସବିଆଇ(SBI ATM) ଏଟିଏମ ପରିସରରେ ।
ରାଜଧାନୀରେ ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ, 2 ଗିରଫ
ATM ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିବାବେଳେ 2 ବନ୍ଧାହେଲେ ଲୁଟେରା । ଅଧିକ ପଢନ୍ତୁ...
ରାଜଧାନୀରେ ଏଟିଏମ ଲୂଟ୍ ଉଦ୍ୟମ ପଣ୍ଡ, 2 ଗିରଫ
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Aug 25, 2021, 10:32 PM IST