ଓଡିଶା

odisha

ETV Bharat / city

Traffic Restrictions: ବିଧାନସଭା ଆସିଲା ରାସ୍ତାରେ ଲାଗିଲା କଟକଣା: ଜାଣନ୍ତୁ କେଉଁ ବାଟେ କେମିତି ଯିବେ ? - ଭୁବନେଶ୍ବର ଖବର

ଡିସେମ୍ବର ୧ରୁ ବିଧାନସଭା ସାମ୍ନାରେ ସର୍ବସାଧାରଣ ଯିବାଆସିବା ମନା । ଏନେଇ ଜନସାଧାରଣଙ୍କ ଗମନାଗମନ ଉପରେ କଟକଣା ଲଗାଇଛି କମିସନରେଟ ପୋଲିସ‌ । ଅଧିକ ପଢନ୍ତୁ

ବିଧାନସଭା ପାଇଁଁ ଲାଗିଲା ଟ୍ରାଫିକ‌ କଟକଣା: ଜାଣନ୍ତୁ ଏହି ରୁଟ ଏପଟେ ସର୍ବସାଧାରଣଙ୍କୁ ମନା
ବିଧାନସଭା ପାଇଁଁ ଲାଗିଲା ଟ୍ରାଫିକ‌ କଟକଣା: ଜାଣନ୍ତୁ ଏହି ରୁଟ ଏପଟେ ସର୍ବସାଧାରଣଙ୍କୁ ମନା

By

Published : Nov 29, 2021, 10:54 PM IST

ଭୁବନେଶ୍ବର :ଡିସେମ୍ବର ୧ରୁ ବିଧାନସଭା ସାମ୍ନାରେ ସର୍ବସାଧାରଣ ଯିବା ଆସିବା ମନା । ସହରାଞ୍ଚଳ ଆଇନ ୨୦୦୩ ଧାରା ୧୮ ଅନୁସାରେ ବିଧାନସଭା ସମୟରେ ସର୍ବସାଧାରଣ ଯାତାୟତ ମନା ।

ବିଧାନସଭା ପାଇଁଁ ଲାଗିଲା ଟ୍ରାଫିକ‌ କଟକଣା: ଜାଣନ୍ତୁ ଏହି ରୁଟ ଏପଟେ ସର୍ବସାଧାରଣଙ୍କୁ ମନା

ଏନେଇ‌ ଚଳିତ ବିଧାନସଭା ଅଧିବେସନ ଡିସେମ୍ବର ୧ରୁ ଆରମ୍ଭ ହେବ । ଏନେଇ ଜନସାଧାରଣଙ୍କ ଗମନାଗମନ ଉପରେ କଟକଣା ଲଗାଇଛି କମିସନରେଟ ପୋଲିସ‌ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details