ଭୁବନେଶ୍ବର: ଗୃହରେ ଅଚଳାବସ୍ଥା ଜାରି ରହିବା ଯୋଗୁଁ ଚାଲି ପାରିଲାନି ଅପରାହ୍ନ ଅଧିବେଶନ। ବିରୋଧୀ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ଯାଏ ଗୃହ ମୁଲତବୀ ରଖିଲେ ବାଚସ୍ପତି ।
କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ - ଗୃହ ମୁଲତବୀ
ଗୃହରେ ଅଚଳାବସ୍ଥା ଜାରି ରହିବ ଯୋଗୁଁ ଚାଲି ପାରିଲାନି ଅପରାହ୍ନ ଅଧିବେଶନ। ବିରୋଧୀ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ଯାଏ ଗୃହ ମୁଲତବୀ ରଖିଲେ ବାଚସ୍ପତି ।
![କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ](https://etvbharatimages.akamaized.net/etvbharat/prod-images/768-512-4011759-534-4011759-1564668607104.jpg)
ଫାଇଲ ଫଟୋ
ତେବେ ଏହାରି ଭିତରେ 2019- 20 ଆର୍ଥିକ ବର୍ଷ ପାଇଁ ଓଡିଶା ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଅର୍ଥ ଭରଣା ନିମନ୍ତେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ଗିଲେଟିନ ଜରିଆରେ ପାସ ହୋଇଛି ବିଲ। 1244କୋଟି 66ଲକ୍ଷ କୋଟି ଟଙ୍କା ଗୃହରେ ହୋଇଛି ପାରିତ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ