ଓଡିଶା

odisha

ETV Bharat / city

ବର୍ଷର ଶେଷ ଦିନରେ ସରିଲା ଅସିତଙ୍କ କାର୍ଯ୍ଯକାଳ, ବାଣ୍ଟିଲେ ଚାକିରି ଜୀବନର ଅନୁଭୁତି - ସରିଲା ଅଶିତଙ୍କ କାର୍ଯ୍ଯକାଳ

ବର୍ଷର ଶେଷ ଦିନରେ ସରିଲା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ । ବାଣ୍ଟିଲେ ନିଜ ଚାକିରି ଜୀବନର ଅନୁଭୁତି । ପଢନ୍ତୁ ଅଧିକ.....

ବର୍ଷର ଶେଷ ଦିନରେ ସରିଲା ଅଶିତଙ୍କ କାର୍ଯ୍ଯକାଳ , ବାଣ୍ଟିଲେ ଚାକିରି ଜୀବନର ଅନୁଭୁତି
ବର୍ଷର ଶେଷ ଦିନରେ ସରିଲା ଅଶିତଙ୍କ କାର୍ଯ୍ଯକାଳ , ବାଣ୍ଟିଲେ ଚାକିରି ଜୀବନର ଅନୁଭୁତି

By

Published : Dec 31, 2020, 10:01 PM IST

Updated : Dec 31, 2020, 10:20 PM IST

ଭୁବନେଶ୍ବର: ବିଦାୟୀ ବର୍ଷ 2020ର ଶେଷ ଦିନ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ବର୍ଷର ଶେଷ ଦିନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବଖାଣିଛନ୍ତି ନିଜ ଚାକିରି ଜୀବନର ଅନୁଭୁତି ଆଜି ଢେର ସମୟ ଆଗରୁ ଅଫିସ ଆସି ନିଜ ପ୍ରକୋଷ୍ଠରେ ପହଞ୍ଚିଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଦିନ ତମାମ ଫାଇଲ କାମ ସାଙ୍ଗକୁ ବୈଠକ ନେଇଥିଲେ।

ବର୍ଷର ଶେଷ ଦିନରେ ସରିଲା ଅସିତଙ୍କ କାର୍ଯ୍ଯକାଳ, ବାଣ୍ଟିଲେ ଚାକିରି ଜୀବନର ଅନୁଭୁତି

ସନ୍ଧ୍ୟାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ 7,295.25 ଲକ୍ଷ ଟଙ୍କା ବ୍ୟୟ ବରାଦରେ 12ଟି ପ୍ରକଳ୍ପର ମଞ୍ଜୁରୀ ଦେଇଥିଲେ । ଆଉ ବୈଠକ ପରେ ନିଜ ଚାକିରୀ ଜୀବନର ଅନୁଭୂତି ବାଣ୍ଟିଥିଲେ ଅସିତ । ବିଶେଷକରି ନିଜ ଚକରି ଜୀବନର 9 ମାସ ତାଙ୍କ ପାଇଁ କୋଭିଡ ଚାଲେଞ୍ଜ ତାଙ୍କ ପାଇଁ ଅଧିକ ଆହ୍ବାନପୁର୍ଣ୍ଣ ଥିଲା ବୋଲି କହିଛନ୍ତି ଅଶିତ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ

Last Updated : Dec 31, 2020, 10:20 PM IST

ABOUT THE AUTHOR

...view details