ଭୁବନେଶ୍ବର: କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କୋରୋନା ଆକ୍ରାନ୍ତ । ଲକ୍ଷଣ ଦେବା ଦେବାରୁ ସେ ମେଡ଼ିକାଲରେ କୋଭିଡ ପରୀକ୍ଷଣ କରାଇଥିଲେ । ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ଖୋଦ ପ୍ରକାଶ କରିଛନ୍ତି ମନ୍ତ୍ରୀ ।
ଅରୁଣ ସାହୁ କୋରୋନା ପଜିଟିଭ - ଅରୁଣ ସାହୁ
କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ନସାହୁ କୋରୋନା ଆକ୍ରାନ୍ତ । ଲକ୍ଷଣ ଦେବା ଦେବାରୁ ସେ ମେଡ଼ିକାଲରେ କୋଭିଡ ପରୀକ୍ଷଣ କରାଇଥିଲେ । ଅଧିକ ପଢନ୍ତୁ..

ଅରୁଣ ସାହୁ କୋରୋନା ଆକ୍ରାନ୍ତ
ସେ କହିଛନ୍ତି, ମୁଁ କୋଭିଡ୍ ପଜିଟିଭ୍ ପରୀକ୍ଷା କରିଛି । ବର୍ତ୍ତମାନ ମୁଁ ଘରେ ହୋମ ଆଇସୋଲେସନରେ ରହିଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ଆବଶ୍ୟକ ହେଲେ ନିଜକୁ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ଅରୁଣ ସାହୁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ