ଭୁବନେଶ୍ବର: ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଆଡମିଶନ ସୂଚନା । ଫେଜ୍-ଟୁ ୟୁଜି ଆଡମିଶନ ଅକ୍ଟୋବର ଶେଷ ସୁଦ୍ଧା ହେବ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ SAMS ପୋର୍ଟାଲରେ ଫିଲଅଫ୍ କରି ଆଡମିଶନ ପ୍ରକ୍ରିୟାରେ ଭାଗ ନେଇ ପାରିବେ।
ଫେଜ୍-ଟୁ ୟୁଜି ଆଡମିଶନ ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଆଡମିଶନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା । SAMS ପୋର୍ଟାଲରେ ଫିଲଅଫ୍ କରି ଆଡମିଶନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...
ଫେଜ୍-ଟୁ ୟୁଜି ଆଡମିଶନ ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ (ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା) ସ୍ୱତନ୍ତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ଫେଜ୍-ଟୁ U.G. ଆଡମିଶନ ପ୍ରକ୍ରିୟା ଅକ୍ଟୋବର ମାସ ଶେଷରେ ଆରମ୍ଭ କରାଯିବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ