ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅତିରିକ୍ତ ଦାୟିତ୍ବ ନେଲେ ଅର୍ଚ୍ଚନା ଯୋଶୀ । ନିୟମିତ ମହାପ୍ରବନ୍ଧକଙ୍କ ଯୋଗଦାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ପୂର୍ବତଟ ରେଳପଥର ବିଦାୟୀ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଗତ 31 ଅକ୍ଟୋବର 2021ରେ ଅବସର ଗ୍ରହଣ କରିଛନ୍ତି । ଅର୍ଚ୍ଚନା ଯୋଶୀ 1985 ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବା ଅଧିକାରୀ ଅଟନ୍ତି ।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀଙ୍କୁ ଅତିରିକ୍ତ ଦାୟିତ୍ୱ - ପୂର୍ବତଟ ରେଳପଥ
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀଙ୍କୁ ଅତିରିକ୍ତ ଦାୟିତ୍ୱ । ପୂର୍ବତଟ ରେଳପଥର ବିଦାୟୀ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଗତ 31 ଅକ୍ଟୋବର 2021ରେ ଅବସର ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅର୍ଚ୍ଚନା ଯୋଶୀଙ୍କୁ ଅତିରିକ୍ତ ଦାଇତ୍ୱ
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ