ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡା ଓ ଯୋଦ୍ଧା ସ୍ଥାନାନ୍ତରକୁ ନେଇ ମୁହଁ ଖୋଲିଲେ ଅପରାଜିତା । ଭାରତୀୟ ଜନତା ପାର୍ଟିର ଆଭିମୁଖ୍ୟ ସହ ସ୍ବର ମିଳାଇଲେ । କହିଲେ ଘୋଡା ସ୍ଥାନାନ୍ତର ନେଇ ବିଜେପିର ଦାବି ଯାହା ମୁଁ ତାକୁ ସମର୍ଥନ କରୁଛି।
ସହରର ଉନ୍ନୟନକୁ ଗୁରୁତ୍ବ ଦିଆଯିବା କଥା । ସ୍ମାର୍ଟସିଟିର ବିକାଶ ଧାରାରେ ଘୋଡା ଅନ୍ତରାୟ ସୃଷ୍ଟି କରୁଥିବାରୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଘୋଡା ସ୍ଥାନାନ୍ତରକୁ ନେଇ ଗ୍ରୀନ ସିଗନାଲ ମିଳିଲା ପରେ ସ୍ମାର୍ଟସିଟି ଓ ବିଡିଏ ପକ୍ଷରୁ ଘୋଡା ସ୍ଥାନାନ୍ତରକୁ ନେଇ ବିରୋଧ କରି ବିରୋଧୀ ଅଡ଼ି ବସିଛନ୍ତି।