ଓଡିଶା

odisha

ETV Bharat / city

ବିଟେକ ପଢିବାକୁ ଆଉ ଏକ ସୁଯୋଗ, ଆଶାୟୀଙ୍କ ପାଇଁ ସ୍ପେଶାଲ ଏଣ୍ଟ୍ରାନସ - Another opportunity to study BTech

ଖାଲି ପଡିଛି ରାଜ୍ୟର ଅନେକ ଇଞ୍ଜିନିୟରିଂ କଲେଜରେ ସିଟ୍‌। ଏହାକୁ ପୂରଣ କରିବାକୁ ଆଉ ଥରେ ହେବ ସ୍ପେଶାଲ ଏଣ୍ଟ୍ରାନସ । ଯାହା ବିଟେକ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟିବ। ଅଧିକ ପଢନ୍ତୁ...

special entrance for aspirants
ବିଟେକ ପଢିବାକୁ ଆଉ ଏକ ସୁଯୋଗ, ଆଶାୟୀଙ୍କ ପାଇଁ ସ୍ପେଶାଲ ଏଣ୍ଟ୍ରାନସ

By

Published : May 12, 2020, 6:56 PM IST

ଭୁବନେଶ୍ବର: ଖାଲି ପଡିଛି ରାଜ୍ୟର ଅନେକ ଇଞ୍ଜିନିୟରିଂ କଲେଜରେ ସିଟ୍‌। ଏହାକୁ ପୂରଣ କରିବାକୁ ଆଉ ଥେରେ ହେବ ସ୍ପେଶାଲ ଏଣ୍ଟ୍ରାନସ । ଯାହା ବିଟେକ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟିବ।

ବିଟେକ ପଢିବାକୁ ଆଉ ଏକ ସୁଯୋଗ, ଆଶାୟୀଙ୍କ ପାଇଁ ସ୍ପେଶାଲ ଏଣ୍ଟ୍ରାନସ

ଆଉ ଥରେ ବିଟେକ ଆଡମିଶନ ପାଇଁ ମିଳିବ ସୁଯୋଗ। ଏଥିପାଇଁ ଦେବାକୁ ପଡିବ ସ୍ପେଶାଲ ଏଣ୍ଟ୍ରାନ୍ସ। କୋରୋନା ସଙ୍କଟ ଯୋଗୁଁ ଏଥର ହେବନି ସ୍ପେଶାଲ OJEE । ତେବେ ବିଟେକ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଏକ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ଦେଇପାରିବେ।

ଏଥିପାଇଁ ଆବେଦନ ପକ୍ରିୟା 12 ମେରୁ ଆରମ୍ଭ ହୋଇଛି। ଯାହାର କି ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ସମୟସୀମା ରହିଛି। କେବଳ ବି.ଟେକ୍ ପଢିବାକୁ ଆଗ୍ରହୀ ଥିବା‌ ଛାତ୍ରଛାତ୍ରୀ ଏଥିରେ ଭାଗ ନେବେ । www.ojee.nic.inରେ ଲଗ୍‌ ଇନ୍‌ କରି ଫର୍ମ ପୂରଣ କରିପାରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details