ଓଡିଶା

odisha

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ 607 ଆକ୍ରାନ୍ତ

By

Published : Dec 7, 2020, 8:23 PM IST

ରାଜ୍ୟରେ ଆଜି 607 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ 3 ଲକ୍ଷ 16 ହଜାର 447 ରେ ପହଞ୍ଚିଲା ମୋଟ ସୁସ୍ଥ ସଂଖ୍ୟା । ପଢନ୍ତୁ ଅଧିକ....

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ 607 ଆକ୍ରାନ୍ତ
ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ 607 ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି 607 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ 16 ହଜାର 447 ରେ ପହଞ୍ଚିଛି । ଆଜି 30 ଟି ଜିଲ୍ଲରେ ମୋଟ 607 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ 96 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ନୂଆପଡାରେ 61, ସୁନ୍ଦରଗଡରେ 53, ଖୋର୍ଦ୍ଧାରେ 44, ଅନୁଗୁଳରେ 40, ସମ୍ବଲପୁରରେ 36, କଟକରେ 31, ବରଗଡରେ 25, କେନ୍ଦୁଝରରେ 25, ପୁରୀରେ 25, ବାଲେଶ୍ବରରୁ 19, କଳାହାଣ୍ଡିରେ 19, ଯାଜପୁରରେ 17, କେନ୍ଦ୍ରାପଡାରେ 16, ବଲାଙ୍ଗୀରରେ 15, ଜଗତସିଂହପୁରରେ 15, ଗଂଜାମରେ 11, କୋରାପୁଟରେ 9, ଝାରସୁଗୁଡା 7, ଭଦ୍ରକରେ 5, ମାଲକଙ୍ଗିରରେ 5, ଢେଙ୍କାନାଳରେ 4, ସୋନପୁରରେ 4, ଦେଓଗଡରେ 3, ରାୟଗଡାରେ 3, ବୌଦ୍ଧରେ 2, ଗଜପତିରେ 2 , ନବରଙ୍ଗପୁରରେ 2, ନୟାଗଡରେ 2, କନ୍ଧମାଳରେ 1 ଓ ଷ୍ଟେଟ ପୋଲ 10 ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଭୁବନେଶ୍ବରରୁ ବିକାଶ ଦାସ , ଇଚିଭି ଭାରତ

ABOUT THE AUTHOR

...view details