ଓଡିଶା

odisha

ETV Bharat / city

STATE CORONA: ଆଜି ସୁସ୍ଥ ହେଲେ 522 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 218

ରାଜ୍ୟରେ ସୁସ୍ଥ ହେଲେ ଆଉ 522 କୋଭିଡ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 218 ସୁସ୍ଥ । ମୋଟ ସୁସ୍ଥ ସଂଖ୍ୟା10,17,116 । ଅଧିକ ପଢନ୍ତୁ...

By

Published : Oct 7, 2021, 9:13 PM IST

STATE CORONA: ଆଜି ସୁସ୍ଥ ହେଲେ 522 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 218
STATE CORONA: ଆଜି ସୁସ୍ଥ ହେଲେ 522 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ 218

ଭୁବନେଶ୍ବର:ରାଜ୍ୟରେ ସୁସ୍ଥ ହେଲେ ଆଉ 522 କୋଭିଡ ଆକ୍ରାନ୍ତ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 218 ଆକ୍ରାନ୍ତ ଥିବାବେଳେ କଟକରୁ 54, ଭଦ୍ରକରୁ 43, ମୟୂରଭଞ୍ଜରୁ 26, ଜଜପୁରରୁ 20, ଜଗତସିଂହପୁରରୁ 19, ବାଲେଶ୍ବରରୁ 16, ପୁରୀରୁ 13, ସମ୍ବଲପୁରରୁ 13, ସୁନ୍ଦରଗଡରୁ 9, କେନ୍ଦ୍ରାପଡାରୁ 6 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଅନୁଗୋଳରୁ 5,ଗଞ୍ଜାମରୁ 4, ଝାରସୁଗୁଡାରୁ 4, କେନ୍ଦୁଝରରୁ 4,ଢେଙ୍କାନାଳରୁ 2, କୋରାପୁଟରୁ 2, ମାଲକାନଗିରିରୁ 2,ନୟାଗଡ଼ରୁ 2, ରାୟାଗଡାରୁ 2,ସୁବର୍ଣ୍ଣପୁରରୁ 2 ବରଗଡ, ବୌଦ୍ଧ,ଦେବଗଡ,କାଳାହାଣ୍ଡି, କନ୍ଧମାଳ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଷ୍ଟେଟ ପୋଲରୁ 50 ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 10ଲକ୍ଷ 17ହଜାର 116ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details