ଓଡିଶା

odisha

ଆଜି ସୁସ୍ଥ ହେଲେ ଆଉ 2 ହଜାର 452 ସଂକ୍ରମିତ

By

Published : Apr 23, 2021, 7:36 PM IST

ଶୁକ୍ରବାର ରାଜ୍ୟରେ ସୁସ୍ଥ ହେଲେ ଆଉ 2 ହଜାର 452 କୋରୋନା ସଂକ୍ରମିତ । ମୋଟ ସୁସ୍ଥସଂଖ୍ୟା 3 ଲକ୍ଷ 56 ହଜାର 3 ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ସୁସ୍ଥ ହେଲେ ଆଉ 2 ହଜାର 452 ସଂକ୍ରମିତ
ସୁସ୍ଥ ହେଲେ ଆଉ 2 ହଜାର 452 ସଂକ୍ରମିତ

ଭୁବନେଶ୍ବର: ଆଜି(ଶୁକ୍ରବାର) ରାଜ୍ୟରେ ସୁସ୍ଥ ହେଲେ ଆଉ 2 ହଜାର 452 କୋରୋନା ସଂକ୍ରମିତ । ସୁନ୍ଦରଗଡ ଜିଲ୍ଲାରେ ସୁସ୍ଥସଂଖ୍ୟା ସର୍ବାଧିକ 458 ରହିଛି । ତେବେ ଆଜିର ସୁସ୍ଥକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥସଂଖ୍ୟା 3 ଲକ୍ଷ 56 ହଜାର 3ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ସୁନ୍ଦରଗଡରେ ଶୁକ୍ରବାର ସୁସ୍ଥ ହାର ସବୁଠୁ ଅଧିକ ରହିଥିବାବେଳେ ଖୋର୍ଦ୍ଧାରୁ 350, ନୂଆପଡାରୁ 217, ଝାରସୁଗୁଡାରୁ 145, ସମ୍ବଲପୁରରୁ 120, ପୁରୀରୁ 112, ବରଗଡରୁ 111, କଟକରୁ 110, ବଲାଙ୍ଗୀରରୁ 109, କେନ୍ଦୁଝରରୁ 74, ବାଲେଶ୍ବରରୁ 71, ଅନୁଗୋଳରୁ 65, ଗଞ୍ଜାମରୁ 55, ଯାଜପୁରରୁ 47, ନବରଙ୍ଗପୁରରୁ 43, ମୟୂରଭଞ୍ଜରୁ 38, ରାୟଗଡାରୁ 34, କଳାହାଣ୍ଡିରୁ 31, ଭଦ୍ରକରୁ 28, ସୋନପୁରରୁ 25, ଦେବଗଡରୁ 23, ଗଜପତିରୁ 20, ଜଗତସିଂହପୁରରୁ 18, କୋରାପୁଟରୁ 17, ନୟାଗଡରୁ 14, କନ୍ଧମାଳରୁ 13, କେନ୍ଦ୍ରାପଡାରୁ 12, ମାଲକାନଗିରିରୁ 7 ଓ ଢେଙ୍କାନାଳରୁ ସର୍ବନିମ୍ନ 4 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଷ୍ଟେଟପୁଲ ସୁସ୍ଥସଂଖ୍ୟା 81 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details