ଓଡିଶା

odisha

ETV Bharat / city

ଦଳରୁ ନିଲମ୍ବିତ ହେଲେ ଦୁଇ ବିଜେଡି ନେତା - ଦଳରୁ ନିଲମ୍ବିତ ହେଲେ ଆଠମଲ୍ଲିକର ବିଜେଡି ନେତା

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ। ଦୁଇ ବିଜେଡି ନେତାଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନୁଗୁଳ ଆଠମଲ୍ଲିକ ଏନଏସିରେ ଦୁଇ ନେତା ସନ୍ତୋଷ ହୋତା ଓ ନିହାର ହୋତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଅଧିକ ପଢ଼ନ୍ତୁ

angul bjd leader santosh hota and nihar hota suspended from bjd
ଦଳରୁ ନିଲମ୍ବିତ ହେଲେ ଆଠମଲ୍ଲିକର ଦୁଇ ବିଜେଡି ନେତା

By

Published : Mar 16, 2022, 12:41 PM IST

ଭୁବନେଶ୍ବର: ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ। ଦୁଇ ବିଜେଡି ନେତାଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନୁଗୁଳ ଆଠମଲ୍ଲିକ ଏନଏସିରେ ଦୁଇ ନେତା ସନ୍ତୋଷ ହୋତା ଓ ନିହାର ହୋତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।

ଦଳରୁ ନିଲମ୍ବିତ ହେଲେ ଆଠମଲ୍ଲିକର ଦୁଇ ବିଜେଡି ନେତା

ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ସନ୍ତୋଷ ହୋତା ଓ ନିହାର ହୋତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ପୌର ନିର୍ବାଚନ ପ୍ରକ୍ରିୟାରେ ଉଭୟ ଦଳ ବିରୋଧୀ କାର୍ଯ୍ୟ କରିଥିବା ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଥିଲା। ଉଭୟଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେବା ପରେ ନିଲମ୍ବନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏ ନେଇ ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ତେବେ ଗତ କିଛି ଦିନ ମଧ୍ୟରେ ଦଳରୁ ତଡ଼ା ଖାଇଲେଣି 5ରୁ ଅଧିକ ନେତା।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details