ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ କମ୍ପିଲେ ଅଙ୍ଗନବାଡି କର୍ମଚାରୀ। ହଜାର ହଜାର ଅଙ୍ଗନବାଡି କର୍ମୀ ଏକାଠି ହୋଇ ସରକାରଙ୍କ ବିରୋଧରେ ଦେଲେ ନାରା। 16 ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ଅଙ୍ଗନବାଡି କର୍ମୀ ।
ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ - anganawadi worker association
ରାଜଧାନୀ ରାଜରାସ୍ତାରେ କମ୍ପିଲେ ଅଙ୍ଗନବାଡି କର୍ମଚାରୀ। ହଜାର ହଜାର ଅଙ୍ଗନବାଡି କର୍ମୀ ଏକାଠି ହୋଇ ସରକାରଙ୍କ ବିରୋଧରେ ଦେଲେ ନାରା। 16 ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ଅଙ୍ଗନବାଡି କର୍ମୀ।
ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ
ଭୁବନେଶ୍ବରର ଗାନ୍ଧିମାର୍ଗରେ ଅଙ୍ଗନବାଡି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାରୀ କର୍ମଚାରୀ ମାନ୍ୟତା ଓ ଦରମା ବୃଦ୍ଧି ଦାବି ପରି 16 ଦଫା ଦାବି ନେଇ ସେମାନେ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନରେ ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ସାମିଲ ହୋଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ