ଓଡିଶା

odisha

ETV Bharat / city

‘ଗିଫ୍ଟ ନିଅ ଆମ୍ବୁଲାନ୍ସକୁ ବାଟ ଦିଅ’ - ambulance awareness at shopping mall

ଆମ୍ବୁଲାନ୍ସ ପାଇଁ ଚିନ୍ତାରେ କମିସନରେଟ ପୋଲିସ। ରାସ୍ତା ଉପରେ ଆମ୍ବୁଲାନ୍ସକୁ ବାଟ ଛାଡିବାକୁ ଚଳାଇଛି ବିଭିନ୍ନ ଯୋଜନା। ଏଥିପାଇଁ ଆରମ୍ଭ କରିଛି ସଚେତନତା ଅଭିଯାନ । ଅଧିକ ପଢନ୍ତୁ...

ambulance awareness
ଗିଫ୍ଟ ନିଅ ଆମ୍ବୁଲାନ୍ସକୁ ବାଟ ଦିଅ

By

Published : Feb 14, 2020, 7:17 PM IST

ଭୁବନେଶ୍ବର: ଆମ୍ବୁଲାନ୍ସ ପାଇଁ ଚିନ୍ତାରେ କମିସନରେଟ ପୋଲିସ। ରାସ୍ତା ଉପରେ ଆମ୍ବୁଲାନ୍ସକୁ ବାଟ ଛାଡିବାକୁ ଚଳାଇଛି ବିଭିନ୍ନ ଯୋଜନା। ଏଥିପାଇଁ ଆରମ୍ଭ କରିଛି ସଚେତନତା ଅଭିଯାନ ।

ଗିଫ୍ଟ ନିଅ ଆମ୍ବୁଲାନ୍ସକୁ ବାଟ ଦିଅ

ଏସପ୍ଲାନେଡ ମଲରେ ଏନେଇ ଆରମ୍ଭ ହୋଇଛି ସଚେତନତା। ଏହି ଅବସରରେ ପୋଲିସ କମିସନର ଓ ଟ୍ରାଫିକ ଡିସିପି ଦେଇଛନ୍ତି ସଚେତନତାର ବାର୍ତ୍ତା।

ଗିଫ୍ଟ ଭାଉଚର ଓ ହେଲମେଟ ଗିଫ୍ଟ ଦେଇ ଲୋକଙ୍କୁ କରାଇଛନ୍ତି ସଚେତନ । ଏଥିସହ ଆମ୍ବୁଲାନ୍ସକୁ ବାଟ ଛାଡିବାର ବାର୍ତାକୁ ସେଲଫି ଜରିଆରେ ବହୁଳ ପ୍ରସାର ପାଇଁ ଲୋକଙ୍କୁ ଆହ୍ବାନ କରିଛନ୍ତି। ତେବେ ଆମ୍ବୁଲାନ୍ସ ଯିବାବେଳେ ଆପଣ ବାମକୁ କିମ୍ବା ଡାହାଣକୁ ଯାଇ କିମ୍ବା ରହିଯାଇ କିପରି ବାଟ ଦେବେ ସେଥିପ୍ରତି ସଚେତନ ହେବାକୁ କମିସନର ପରାମର୍ଶ ଦେଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details