ଭୁବନେଶ୍ବର: ଦେଶରେ ରହିଛନ୍ତି 15 କୋଟିରୁ ଅଧିକ ମହିଳା କୃଷକ । ସେମାନେ କୃଷି ତଥା ଆନୁସାଙ୍ଗିକ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ମଞ୍ଜି ପୋତିବାଠୁ ଆରମ୍ଭ କରି ବୃକ୍ଷ ରୋପଣ, ଶସ୍ୟ ସଂଗ୍ରହ ଓ ଶସ୍ୟ ସଂରକ୍ଷଣ ଦାୟିତ୍ୱ ସେମାନେ ତୁଲାଉଛନ୍ତି । ହେଲେ ଦେଶରେ ମହିଳା ଚାଷୀମାନେ ଅବହେଳିତ । ବିଭିନ୍ନ ସମୟରେ ଭେଦଭାବର ଶିକାର ହେଉଛନ୍ତି ମହିଳା ଚାଷୀ । ମହିଳା ଚାଷୀଙ୍କ ଅଧିକାରକୁ ଚିହ୍ନିଟ କରିବା ସହ ସ୍ୱୀକୃତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ମହିଳା ଚାଷୀ ଦାବିକୁ ରାଜ୍ୟସଭା ଅଧିବେଶନରେ ଅମର ସମର୍ଥନ କରିଛନ୍ତି ।
କୃଷିକ୍ଷେତ୍ରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେବାକୁ ରାଜ୍ୟସଭାରେ ଅମର ପଟ୍ଟନାୟକଙ୍କ ଦାବି - ମହିଳା ଚାଷୀ
ମହିଳା ଚାଷୀଙ୍କ ଅଧିକାରକୁ ଚିହ୍ନଟ କରିବା ସହ ସ୍ୱୀକୃତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ମହିଳା ଚାଷୀ ଦାବିକୁ ରାଜ୍ୟସଭା ଅଧିବେଶନରେ ଅମର ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ...
କୃଷିକ୍ଷେତ୍ରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେବାକୁ ରାଜ୍ୟସଭାରେ ଅମର ପଟ୍ଟନାୟକଙ୍କ ଦାବି
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ