ଭୁବନେଶ୍ବର: ବାତ୍ୟା ଅମ୍ପାନ ପ୍ରଭାବିତ ଜିଲ୍ଲାମାନଙ୍କରେ ବିଜୁଳି ସେବା ଯୋଗାଇ ଦେବା ପାଇଁ ଯୁଦ୍ଧକାଳୀନ ଭିତରେ କାମ ଚାଲିଛି । ସେସୁ ଅଞ୍ଚଳରେ 95 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ନେସ୍କୋ ଅଞ୍ଚଳରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।
ସେସୁ ଅଞ୍ଚଳରେ ସରିଛି ୯୫ ପ୍ରତିଶତ କାମ: ଶକ୍ତି ମନ୍ତ୍ରୀ - energy minister
ସେସୁ ଅଞ୍ଚଳରେ 95 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ନେସ୍କୋ ଅଞ୍ଚଳରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।
ସେସୁ ଅଞ୍ଚଳରେ ସରିଛି ୯୫ ପ୍ରତିଶତ କାର୍ଯ୍ୟଶେଷ: ଶକ୍ତି ମନ୍ତ୍ରୀ
ସେଥିପାଇଁ ଆମର ବିଦ୍ୟୁତ କର୍ମଚାରୀମାନେ ଦିନ ରାତି କାମ କରୁଛନ୍ତି । ନେସ୍କୋ ଅଞ୍ଚଳରେ 16 ଲକ୍ଷ ଗ୍ରାହକଙ୍କ ମଧ୍ୟରୁ କେତେ 14 ଲକ୍ଷ ଗ୍ରାହକଙ୍କୁ ବିଦ୍ୟୁତ ସଂଯୋଗ ଦିଆ ସରିଲାଣି । ଆଉ ଦୁଇ ଦିନ ଭିତରେ ବାକି ସମସ୍ତ ଲୋକଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ । ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ଶକ୍ତି ବିଭାଗର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ
Last Updated : May 23, 2020, 3:51 PM IST