ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ବଡ ନିଷ୍ପତ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଆହାର କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ପୌର ନିର୍ଦ୍ଦେଶକ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।
କୋରୋନା ପାଇଁ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ବନ୍ଦ - କୋରୋନା ଭାଇରସ ଅପଡେଟ
![କୋରୋନା ପାଇଁ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ବନ୍ଦ Corona virus update, corona virus news, bhubaneswar latest news, corona precaution in odisha, ahar kendra shut down in odisha, ଓଡିଶାରେ ସମସ୍ତ ଆହାର କେନ୍ଦ୍ର ବନ୍ଦ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍, କୋରୋନା ଭାଇରସ ନ୍ୟୁଜ୍, କୋରୋନା ଭାଇରସ ଅପଡେଟ, ଓଡିଶାରେ କୋରୋନା ମୁକାବିଲା](https://etvbharatimages.akamaized.net/etvbharat/prod-images/768-512-6527594-thumbnail-3x2-ahar.jpg)
କୋରୋନା ପାଇଁ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ବନ୍ଦ
15:42 March 24
ତେବେ ହସ୍ପିଟାଲ ପରିସରରେ ଓ ପାଖରେ ଥିବା ଆହାର କେନ୍ଦ୍ର ବନ୍ଦ ହେବ ନାହିଁ । ଅନ୍ୟପଟେ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Mar 24, 2020, 4:40 PM IST