ଓଡିଶା

odisha

ETV Bharat / city

ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ - STATE

ପାଗର ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ବଦଳାଇଲେ ନିଷ୍ପତ୍ତି । 26 ନୁହେଁ, ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ ।

ପ୍ରତିକାତ୍ମକ ଫଟୋ

By

Published : Jun 20, 2019, 11:52 AM IST

Updated : Jun 20, 2019, 1:12 PM IST

ଭୁବନେଶ୍ବର: ଆସନ୍ତାକାଲି ଖୋଲିବ ସ୍କୁଲ । ପାଗର ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେତୁ ପୂର୍ବରୁ ଜୁନ ୨୬ ତାରିଖରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ଖରା କମିଯିବାରୁ ସରକାର ପୂର୍ବ ନିଷ୍ପତ୍ତି ବଦଳାଇ କାଲିଠାରୁ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇଛନ୍ତି । କାଲି ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର


ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jun 20, 2019, 1:12 PM IST

For All Latest Updates

ABOUT THE AUTHOR

...view details