ଓଡିଶା

odisha

ETV Bharat / city

Omicron Scare: ରାଜଧାନୀରେ ଡିସେମ୍ବର ୩୧ରୁ ଜାନୁଆରୀ 2 ଧର୍ମାନୁଷ୍ଠାନ ମନା

ଡିସେମ୍ବର ୩୧ ରୁ ଜାନୁଆରୀ ୨ ପର୍ଯ୍ୟନ୍ତ BMC ଅଧୀନରେ ଥିବା ସମସ୍ତ ଧମାନୁଷ୍ଠାନ ବନ୍ଦ । ନୂଆବର୍ଷରେ ଭିଡକୁ ଦୃଷ୍ଟିରେ ରଖି BMC ର କଟକଣା । ଅଧିକ ପଢନ୍ତୁ

By

Published : Dec 30, 2021, 9:36 PM IST

Omicron Scare: ଡିସେମ୍ବର ୩୧ ରୁ ଜାନୁଆରୀ 2 ଧର୍ମାନୁଷ୍ଠାନ ମନା
Omicron Scare: ଡିସେମ୍ବର ୩୧ ରୁ ଜାନୁଆରୀ 2 ଧର୍ମାନୁଷ୍ଠାନ ମନା

ଭୁବନେଶ୍ବର: କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ନୂଆ ମାର୍ଗଦର୍ଶିକା ଜାରିକଲା BMC । ନୂଆବର୍ଷରେ ସମସ୍ତ ସେଲିବ୍ରେସନ ଉପରେ ରୋକ ଲଗାଯିବା ସହ ଧର୍ମାନୁଷ୍ଠାନ ଉପରେ କଟକଣା ।

ଏହା ମଧ୍ୟ ପଢନ୍ତୁ:- Covid Guideline Odisha: ବଡଦିନ ପାଳନରେ ବ୍ରେକ, ହେବନି ଜିରୋ ନାଇଟ ସେଲିବ୍ରେସନ

ମାର୍ଗଦର୍ଶିକା ଅନୁସାରେ ଡିସେମ୍ବର ୩୧ ରୁ ଜାନୁଆରୀ ୨ ପର୍ଯ୍ୟନ୍ତ BMC ଅଧୀନରେ ଥିବା ସମସ୍ତ ଧମାନୁଷ୍ଠାନ ବନ୍ଦ ରହିବ । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରିକରାଯାଇଛି ।

ତେବେ କୋଭିଡ କଟକଣା ଭିତରେ ଘରେ ରହି ନୂଆବର୍ଷ ପାଳନ କରିବା ସହ ରାଜଧାନୀବାସୀଙ୍କୁ କଟକଣା ମାନିବାକୁ BMC ପକ୍ଷରୁ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details