ଓଡିଶା

odisha

ETV Bharat / city

ସିଏଏ ଓ ଏନଆରସି ପ୍ରତ୍ୟାହାର ଦାବି, କଂଗ୍ରେସ ସମେତ 18ଟି ଦଳର ବିକ୍ଷୋଭ - କଂଗ୍ରେସ ସମେତ 18ଟି ଦଳର ବିକ୍ଷୋଭ

ସିଏଏ ଓ ଏନଆରସି ପ୍ରତ୍ୟାହାର ଦାବିରେ ରାଜଧାନୀରେ ବିକ୍ଷୋଭ କରାଯାଇଛି । ରାମମନ୍ଦିର ଛକରୁ ଲୋୟର ପିଏମଜି ଛକ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରାଯାଇଛି ।

potest against caa and nrc in bhubaneswar
ସିଏଏ ଓ ଏନଆରସି ପ୍ରତ୍ୟାହାର ଦାବି, କଂଗ୍ରେସ ସମେତ 18ଟି ଦଳର ବିକ୍ଷୋଭ

By

Published : Jan 30, 2020, 2:27 PM IST

ଭୁବନେ‌ଶ୍ବର: ସିଏଏ ଓ ଏନଆରସି ପ୍ରତ୍ୟାହାର ଦାବିରେ ରାଜଧାନୀରେ ବିକ୍ଷୋଭ କରାଯାଇଛି । ରାମମନ୍ଦିର ଛକରୁ ଲୋୟର ପିଏମଜି ଛକ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରାଯାଇଛି । କଂଗ୍ରେସ, ବାମପନ୍ଥୀ ସମେତ ଅନ୍ୟ 18ଟି ଦଳ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ ।

ସିଏଏ ଓ ଏନଆରସି ପ୍ରତ୍ୟାହାର ଦାବି, କଂଗ୍ରେସ ସମେତ 18ଟି ଦଳର ବିକ୍ଷୋଭ

ବିଭିନ୍ନ ଦଳର ହଜାର ହଜାର କର୍ମୀ ଯୋଗ ଦେବା ସହ ସମ୍ବିଧାନ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଓ ଦେଶ ବଞ୍ଚାଅ ନାରା ଦେଇ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details