ଭୁବନେଶ୍ବର:ବିଧାନସଭା ଅଧିବେଶନ ପୂର୍ବରୁ କୋରୋନା ଟେଷ୍ଟ ପାଇଁ ଚିଠି। ସମସ୍ତ ବିଧାନସଭା ସଦସ୍ୟଙ୍କ ଆରଟିପିସିଆର ଓ ଆଣ୍ଟିବଡ଼ି ଟେଷ୍ଟ କରାଯିବ। 29 ରୁ 31 ତାରିଖ ଯାଏ 2ଟି ଯାକ ଟେଷ୍ଟ କରିବାକୁ ଚିଠି କରାଯାଇଛି।
ପହିଲାରୁ ଅଧିବେଶନ, କାଲିଠୁ ସମସ୍ତ ସଦସ୍ୟଙ୍କ ହେବ ଆରଟିପିସିଆର ଓ ଆଣ୍ଟିବଡ଼ି ଟେଷ୍ଟ
ବିଧାନସଭା ପୂର୍ବରୁ ସମସ୍ତ ସଦସ୍ୟଙ୍କ ଆରଟିପିସିଆର ଓ ଆଣ୍ଟିବଡ଼ି ଟେଷ୍ଟ। 29 ରୁ 31 ତାରିଖ ଯାଏଁ 2ଟି ଯାକ ଟେଷ୍ଟ କରିବାକୁ କରାଯାଇଛି ଚିଠି । ଅଧିକ ପଢନ୍ତୁ...
ବିଧାନସଭା ପୂର୍ବରୁ ସମସ୍ତ ସଦସ୍ୟଙ୍କର ହେବ ଆରଟିପିସିଆର ଓ ଆଣ୍ଟିବଡ଼ି ଟେଷ୍ଟ
ସମସ୍ତ ବିଧାନସଭା ସଦସ୍ୟଙ୍କ ଆରଟିପିସିଆର ଓ ଆଣ୍ଟିବଡ଼ି ଟେଷ୍ଟ କରିବାକୁ ଆରଏମଆରସି ନିର୍ଦ୍ଦେଶିକା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ