ଓଡିଶା

odisha

ETV Bharat / city

ଭାରତ ବନ୍ଦ: ଧାରଣାସ୍ଥଳରୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ - ଭାରତ ବନ୍ଦ

ରାଜଧାନୀରେ ବନ୍ଦ ପାଳନ କରାଯାଉଥିବାବେଳେ, ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ...

all india strike
ଭାରତ ବନ୍ଦ: ଧାରଣାସ୍ଥଳରୁ ଉଠାଇ ନେଲା ପୋଲିସ

By

Published : Jan 8, 2020, 2:49 PM IST

ଭୁବନେଶ୍ବର: ଆଜି ଦେଶବ୍ୟାପୀ ଟ୍ରେଡ ୟୁନିୟନ ପକ୍ଷରୁ ଧାରଣା ଦିଆଯାଉଥିବାବେଳେ, ରାଜ୍ୟ ରାଜଧାନୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । 12 ଦଫା ଦାବି ନେଇ ଟ୍ରେଡ ୟୁନିୟନ ବନ୍ଦ ଡାକରା ଦେଇଥିବାବେଳେ, କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରୁଛି । ରାଜଧାନୀର ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀ ବିହାର ଆଦି ସ୍ଥାନରେ ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିଲେ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି । ଅନ୍ୟପଟେ ଆନ୍ଦୋଳନରତ ଲୋକଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି ପୋଲିସ।

ଭାରତ ବନ୍ଦ: ଧାରଣାସ୍ଥଳରୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details