ଭୁବନେଶ୍ବର: ‘‘DELIVERING DEMOCRACY: Reviewing two decades of Narendra Modi as Head of Government’’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟପାଳ ଗଣେଶୀଲାଲ୍ ।
ସମସ୍ତଙ୍କୁ ସମାନ ଦେଖିବା ହେଉଛି DEMOCRACY: ରାଜ୍ୟପାଳ - ଗଣତନ୍ତ୍ରକୁ ନେଇ ରାଜ୍ୟପାଳଙ୍କ ମତ
‘‘DELIVERING DEMOCRACY: Reviewing two decades of Narendra Modi as Head of Government’’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ସମସ୍ତଙ୍କୁ ସମାନ ଦେଖିବା ହେଉଛି DEMOCRACY: ରାଜ୍ୟପାଳ
ସମସ୍ତଙ୍କୁ ସମାନ ଦେଖିବା ହେଉଛି DEMOCRACY: ରାଜ୍ୟପାଳ
ସମସ୍ତଙ୍କୁ ସମାନ ଦେଖିବା ହେଉଚି ଡେମୋକ୍ରାସି । ନିଜେ ବଞ୍ଚ ଏବଂ ଅନ୍ୟକୁ ବଞ୍ଚିବାକୁ ଦିଅ ଭଳି ଉକ୍ତି ଦେଇଥିଲେ ରାଜ୍ୟପାଳ । ଗଣତନ୍ତ୍ରରେ ସମସ୍ତଙ୍କୁ ସମ୍ମାନ ଦେବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଗକୁ ବଢିବା ପାଇଁ ରାଜ୍ୟପାଳ ନିଜର ଅଭିଭାଷଣରେ ମତ ରଖିଥିଲେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ