ଭୁବନେଶ୍ବର: ବ୍ରଜରାଜ ନଗର ବିଧାୟିକା ଭାବେ ଶପଥ ନେଲେ ଅଳକା ମହାନ୍ତି । ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭା ର ୨୧ ନମ୍ବର ପ୍ରକୋଷ୍ଠରେ ଏହି ଶପଥ ପାଠ କରାଇଛନ୍ତି । ଅଳକା ଶପଥ ନେବା ପରେ ବିଜେଡିର ବିଧାୟକଙ୍କ ସଂଖ୍ୟା 114 ରେ ପହଞ୍ଚିଛି ।
ବିଧାୟିକା ଭାବେ ଶପଥ ନେଲେ ଅଳକା ମହାନ୍ତି - ବିଧାୟିକା ଭାବେ ଶପଥ ନେଲେ ଅଳକା ମହାନ୍ତି
ବ୍ରଜରାଜ ନଗର ବିଧାୟିକା ଭାବେ ଶପଥ ନେଲେ ଅଳକା ମହାନ୍ତି । ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭାର ୨୧ ନମ୍ବର ପ୍ରକୋଷ୍ଠରେ ଏହି ଶପଥ ପାଠ କରାଇଛନ୍ତି । ଅଳକା ଶପଥ ନେବା ପରେ ବିଜେଡିର ବିଧାୟକଙ୍କ ସଂଖ୍ୟା 114 ରେ ପହଞ୍ଚିଛି । ଅଧିକ ପଢନ୍ତୁ

ଅଳକା ମହାନ୍ତି
ବିଧାୟିକା ଭାବେ ଶପଥ ନେଲେ ଅଳକା ମହାନ୍ତି
ବିଧାୟିକା ଭାବେ ଶପଥ ନେବା ପରେ ଅଳକା ମହାନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରୁଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।ମୋ ଅଞ୍ଚଳ ବାସୀଙ୍କ ପାଇଁ ମୁଁ ସର୍ବଦା କାର୍ଯ୍ୟ କରିବି । ଏହି କାର୍ଯ୍ୟକ୍ରମରେ ଦଳର ବିଧାୟକ ଓ ମାନ୍ତ୍ରୀ ମାନେ ଉପସ୍ଥିତି ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର