ଭୁବନେଶ୍ବର : ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପିର ନୂତନ ଉପ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅକ୍ଷୟ କୁମାର ପତି। ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂଙ୍କ ସୁପାରିଶ କ୍ରମେ ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଅକ୍ଷୟ କୁମାର ପତି ହେଉଛନ୍ତି କଟକ କ୍ରିମିନାଲ କୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ।
ଏହାବି ପଢନ୍ତୁ : Congress Mayor Candidate: କିଏ ସେହି କଂଗ୍ରେସର ମେୟର ପ୍ରାର୍ଥିନୀ ? ଜାଣନ୍ତୁ ତାଙ୍କ ଜୀବନୀ