ଓଡିଶା

odisha

ETV Bharat / city

ବିମାନବନ୍ଦର ଅଘଟଣ: କଣ୍ଟ୍ରାକ୍ଟରକୁ ପୋଲିସର ଜେରା - ବିମାନବନ୍ଦର ଅଘଟଣ

ଭୁବନେଶ୍ବର ବିମାନ ବନ୍ଦର ଛାତ ଭୁଷୁଡିବା ଘଟଣାରେ ଦିଲୀପ କନଷ୍ଟ୍ରକସନର କଣ୍ଟ୍ରାକ୍ଟର ଦିଲୀପ ଖଟେଇକୁ ଜେରା କରିଛି ପୋଲିସ।

Contractor interergotion at Airport police station
ବିମାନବନ୍ଦର ଅଘଟଣ: କଣ୍ଟ୍ରାକ୍ଟରକୁ ପୋଲିସର ଜେରା

By

Published : Jan 25, 2020, 12:11 PM IST


ଭୁବନେଶ୍ବର: ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଘଟିଥିବା ଅଘଟଣକୁ ନେଇ ଚାଲିଛି ତନାଘନା। ନିର୍ମାଣରେ ନିୟୋଜିତ ଦିଲୀପ କନଷ୍ଟ୍ରକସନର କଣ୍ଟ୍ରାକ୍ଟର ଦିଲୀପ ଖଟେଇକୁ ଏ ଘଟଣାରେ ଜେରା କରିଛି ପୋଲିସ। ଏୟାରପୋର୍ଟ ଥାନାରେ ପଚରାଉଚରା କରୁଛି କମିସନରେଟ ପୋଲିସ। କଣ୍ଟ୍ରାକ୍ଚୁଆଲ ଡକୁମେଣ୍ଟ ସହ ଲେବର ଡିଟେଲ୍ସ, ଲେବର ଭେରିଫେକସନ ସହ ସେଫଟି ମେଜର ସମସ୍ତ ଦିଗକୁ ନେଇ କଣ୍ଟ୍ରାକ୍ଟରକୁ ଜେରା କରୁଛି କମିଶନରେଟ ପୋଲିସ। ଏଯାଏ କୌଣସି ଅଭିଯୋଗ ପୋଲିସ ନିକଟରେ ପହଞ୍ଚିନାହିଁ।

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ପଡିବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି । ଏହି ନିର୍ମାଣ କାର୍ଯ୍ୟରେ 15ରୁ 20 ଜଣ ନିୟୋଜିତ ଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details