ଭୁବନେଶ୍ବର:ରାଜ୍ୟ ରାଜଧାନୀରେ ତେଜିଲା ଅଗ୍ନିପଥ ନିଆଁ (Agnipath Scheme Protest in Bhubaneswar)। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଥିବା ବେଳେ ଭୁବନେଶ୍ବରରେ ଜୋର ଧରିଛି ପ୍ରତିବାଦ । ଆଜି(ସୋମବାର) ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ ।
Agnipath Protest: ରାଜଧାନୀରେ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲେ ବିଭିନ୍ନ ସଂଗଠନ - ଭୁବନେଶ୍ବରରେ ଅଗ୍ନିପଥ ନିଆଁ
କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ଜାରି ରହିଥିବା ବେଳେ ଭୁବନେଶ୍ବରରେ ଜୋର ଧରିଛି ପ୍ରତିବାଦ । ଆଜି(ସୋମବାର) ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ । ଅଧିକ ପଢନ୍ତୁ

Agnipath Protest: ରାଜଧାନୀରେ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲେ ବିଭିନ୍ନ ସଂଗଠନ
Agnipath Protest: ରାଜଧାନୀରେ ବିରୋଧ, ଆନ୍ଦୋଳନକୁ ଓହ୍ଲାଇଲେ ବିଭିନ୍ନ ସଂଗଠନ
ଅଗ୍ନିପଥ ଯୋଜନାକୁ ବିରୋଧ କରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛି ସିପିଆଇ । ଭାରତବନ୍ଦ ଡାକରାରେ ବ୍ୟାନର ଓ ପ୍ଲାକାର୍ଡ ଜରିଆରେ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ । ରାଜମହଲ ଛକରୁ ବିରୋଧ ପ୍ରଦର୍ଶନ କରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଆସିଥିଲେ। ସେହିପରି ମାଷ୍ଟରକ୍ୟାଣ୍ଟିନଠାରେ ଭୀମ ଆର୍ମି ପକ୍ଷରୁ କଡା ବିରୋଧ କରାଯାଇଛି । ନରେନ୍ଦ୍ର ମୋଦି ବିରୋଧୀ ନାରାବାଜି ଦେବା ସହ ମାଷ୍ଟରକ୍ୟାଣ୍ଟିନ ଛକରେ ବେସରକାରୀ ଚାକିରିକୁ ବିରୋଧ ପ୍ରଦର୍ଶନ କରିଛନ୍ତି ଅନେକ ସଂଗଠନ ।
ଇଟିଭି ଭାରତ, ଭୁବନେଶ୍ବର