ଓଡିଶା

odisha

ETV Bharat / city

ଗୋଳା ବାରୁଦ କମ୍ପାନୀର ଘରୋଇକରଣକୁ ବିରୋଧ - ସିଟୁ ବିରୋଧ

ପ୍ରତିରକ୍ଷା ବିଭାଗର ଗୋଳା ବାରୁଦ କମ୍ପାନୀର ଘରୋଇକରଣକୁ ବିରୋଧ କରି ଦେଶବ୍ୟାପୀ ପ୍ରତିବାଦ । ଅଧିକ ପଢନ୍ତୁ...

ଗୋଳା ବାରୁଦ କମ୍ପାନୀର ଘରୋଇକରଣକୁ ବିରୋଧ
ଗୋଳା ବାରୁଦ କମ୍ପାନୀର ଘରୋଇକରଣକୁ ବିରୋଧ

By

Published : Jul 24, 2021, 8:37 AM IST

ଭୁବନେଶ୍ବର: ପ୍ରତିରକ୍ଷା ବିଭାଗର ଗୋଳା ବାରୁଦ କମ୍ପାନୀର ଘରୋଇକରଣ ରଦ୍ଦ କରିବା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଦିବସ । ୮ଟି ଶ୍ରମିକ ସଂଗଠନ ପକ୍ଷରୁ ୨୩ ଜୁଲାଇ ଶୁକ୍ରବାର ସର୍ବଭାରତୀୟ ସ୍ତରରେ ଏହି ବିକ୍ଷୋଭ ପଦର୍ଶନ କରାଯାଉଛି।

ଗୋଳା ବାରୁଦ କମ୍ପାନୀର ଘରୋଇକରଣକୁ ବିରୋଧ

ଯେଉଁଭଳି ଭାବରେ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ମନଇଚ୍ଛା ଘରୋଇକରଣ କରୁଛନ୍ତି, ଗଣତନ୍ତ୍ରରେ ତାହା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ ତୁରନ୍ତ ରଦ୍ଦ କରାଯାଇ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରାଯାଉ ବୋଲି ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details