ଭୁବନେଶ୍ବର: ରାଜ୍ୟରେ ଟିକା ଅଭାବକୁ ନେଇ ବାରମ୍ବାର ଚିଠି ଲେଖାଯାଉଥିବା ବେଳେ ଶୁକ୍ରବାର ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଯଥାଶୀଘ୍ର 25 ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇବା ସହ ଟିକା ଉତ୍ସବ ପାଇଁ ଟିକା ଆବଶ୍ୟକ ବୋଲି ଚିଠିରେ ଦର୍ଶାଇଛନ୍ତି।
ଟିକା ଯୋଗାଇବାକୁ ପୁଣିଥରେ କେନ୍ଦ୍ରକୁ ଚିଠି - ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର
ରାଜ୍ୟରେ ଟିକା ଅଭାବକୁ ନେଇ ବାରମ୍ବାର ଚିଠି ଲେଖାଯାଉଥିବା ବେଳେ ଶୁକ୍ରବାର ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଅଧିକ ପଢନ୍ତୁ...
ଟିକା ଯୋଗାଇବାକୁ ନେଇ ପୁଣିଥରେ କେନ୍ଦ୍ରକୁ ଚିଠି
ରାଜ୍ୟରେ ଗଛିତ ଥିବା ଟିକାରୁ ଦୈନିକ 3 ଲକ୍ଷ ଟୀକାକରଣ କରାଯାଉଛି। ଟିକା ଭଣ୍ଡାରରେ ଥିବା ଟିକା ସାରିଯାଉଥିବା ବେଳେ ଅନେକ ଟିକା କେନ୍ଦ୍ରକୁ ମଧ୍ୟ ବନ୍ଦ କରିଦିଆଯାଉଛି ବୋଲି ଚିଠିରେ ଦର୍ଶାଇଛନ୍ତି ପ୍ରଦୀପ୍ତ ମହାପାତ୍ର।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ