ଓଡିଶା

odisha

ETV Bharat / city

ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷ ବିଜୟ ସାହୁ କୋରୋନା ପଜିଟିଭ - ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷ ବିଜୟ କୁମାର ସାହୁ କୋରୋନା ପଜିଟିଭ

ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷ ବିଜୟ କୁମାର ସାହୁ କୋରୋନା ପଜିଟିଭ ହୋଇଛନ୍ତି । କଟକରେ ଏକ ଘରୋଇ କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

Adarsha vidyalaya chairman Bijay Kumar Sahoo covid19 positive
ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷ ବିଜୟ କୁମାର ସାହୁ କୋରୋନା ପଜିଟିଭ

By

Published : May 9, 2021, 8:50 PM IST

ଭୁବନେଶ୍ବର: ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷ ବିଜୟ କୁମାର ସାହୁ କୋରୋନା ପଜିଟିଭ । କୋଭିଡ ଆକ୍ରାନ୍ତ ପରେ ତାଙ୍କୁ କଟକରେ ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ସାହୁ କୋଭିଡ ଆକ୍ରାନ୍ତ ହୋଇଛନ୍ତି। କଟକର ଏକ ଘରୋଇ କୋଭିଡ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୀର୍ଘ ଏକ ସପ୍ତାହ ହେବ ସେ କୋରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସୂଚନାଥାଉକି ଭୁବନେଶ୍ୱରରେ ତାଙ୍କର ଏକ ବୃହତ ଘରୋଇ ସ୍କୁଲ ମଧ୍ୟ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details