ଓଡିଶା

odisha

ETV Bharat / city

VFIର ମୁଖ୍ୟ ପୃଷ୍ଠପୋଷକ ହେଲେ ସାଂସଦ ଅଚ୍ୟୁତ ସାମନ୍ତ - ମୁଖ୍ୟ ପୃଷ୍ଠପୋଷକ ସାଂସଦ ଅଚ୍ୟୁତ ସାମନ୍ତ

ଭାରତୀୟ ଭଲିବଲ ଫେଡେରେସନର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହୋଇଛନ୍ତି ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ। ଅଧିକ ଖବର ପଢନ୍ତୁ...

VFIର ମୁଖ୍ୟ ପୃଷ୍ଠପୋଷକ ହେଲେ ସାଂସଦ ଅଚ୍ୟୁତ ସାମନ୍ତ
VFIର ମୁଖ୍ୟ ପୃଷ୍ଠପୋଷକ ହେଲେ ସାଂସଦ ଅଚ୍ୟୁତ ସାମନ୍ତ

By

Published : Jan 2, 2020, 11:01 PM IST

ଭୁବନେଶ୍ବର: ଭାରତୀୟ ଭଲିବଲ ଫେଡେରେସନର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହୋଇଛନ୍ତି ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ। ଏନେଇ ଗୁରୁବାର ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି ସଂଘର ସେକ୍ରେଟାରୀ ଜେନେରାଲ ରାମବତାର ସିଂ ଜଖାର।

VFIର ମୁଖ୍ୟ ପୃଷ୍ଠପୋଷକ ହେଲେ ସାଂସଦ ଅଚ୍ୟୁତ ସାମନ୍ତ

68ତମ ସିନିୟର ଭଲିବଲ ଚାମ୍ପିଅନସିପର ଉଦଯାପିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରାଯାଇଛି। ଏନେଇ ଖୁସି ପ୍ରକାଶ କରିବା ସହିତ ସଂଘକୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details