ଓଡିଶା

odisha

ETV Bharat / city

ଗୁରୁବାର ଖୋଲିବ ACF ମୃତ୍ୟୁର ଗୁମର, ବିଦ୍ୟାଭାରତୀଙ୍କୁ ପୁଣି କ୍ରାଇମବ୍ରାଞ୍ଚ କରିବ ଜେରା - acf murder flp

ଏସିଏଫ ମୃତ୍ୟୁର ଖୋଲିବ ରହସ୍ୟ। ଗୁରୁବାର ହେବ ବିଦ୍ୟାଭାରତୀଙ୍କୁ ରାଉଣ୍ଡଅପ ଜେରା। ଏଥିପାଇଁ ପ୍ରସ୍ତୁତ ହୋଇଛି ଟିମ୍। ଅଧିକ ପଢନ୍ତୁ...

ଗୁରୁବାର ଖୋଲିବ ACF ମୃତ୍ୟୁର ଗୁମର ;ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ କରିବ ଜେରା
ଗୁରୁବାର ଖୋଲିବ ACF ମୃତ୍ୟୁର ଗୁମର ;ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ କରିବ ଜେରା

By

Published : Sep 1, 2021, 1:51 PM IST

ଭୁବନେଶ୍ବର:ନିଆଁରେ ପୋଡ଼ି ହୋଇ ନା ନିଆଁ ଲଗାଇ ହତ୍ୟା ? ଏସିଏଫ ମୃତ୍ୟୁର ଖୋଲିବ ରାଜ। ଗୁରୁବାର ହେବ ବିଦ୍ୟାଭାରତୀଙ୍କୁ ରାଉଣ୍ଡଅପ ଜେରା। ଏଥିପାଇଁ ପ୍ରସ୍ତୁତ ହୋଇଛି ଟିମ୍। ଘଟଣାର ପର୍ଦ୍ଦାଫାସ ପାଇଁ ବିଦ୍ୟାଭାରତୀଙ୍କୁ ପୁଣି ଜେରା କରିବ କ୍ରାଇମବ୍ରାଞ୍ଚ । ଦୁଇ ଜଣ ମହିଳା ଡ଼ିଏସପି ଏବଂ ଜଣେ ଇନ୍ସପେକ୍ଟର ଜେରା କରିବେ। ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ପ୍ରଶ୍ନ।

ଗୁରୁବାର ଖୋଲିବ ACF ମୃତ୍ୟୁର ଗୁମର ;ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ କରିବ ଜେରା

ସମସ୍ତ ତଥ୍ୟ ଆଧାରରେ ଶେଷର ବିଦ୍ୟା ଭାରତୀ ଦେବେ ବଡ଼ ବୟାନ । ଅସଲ ରହସ୍ୟ ଖୋଲିବ କ୍ରାଇମବ୍ରାଞ୍ଚ। ସୌମ୍ୟଙ୍କ ପରିବାର ଲୋକଙ୍କୁ ମଧ୍ୟ ଖଇରା ସ୍ଥିତ ବାସଭବନରେ ଆଜି ବୟାନ ରେକର୍ଡ କରାଯିବ। ପାରଳଖେମୁଣ୍ଡିରୁ ବହୁତ ତଥ୍ୟ ତଦନ୍ତକାରୀ ଅଫିସରଙ୍କୁ ମିଳିଛି ବୋଲି କହିଛନ୍ତି ଏଡିଜି କ୍ରାଇମବ୍ରାଞ୍ଚ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details