ଭୁବନେଶ୍ବର: ଦାଦାବଟି ଅଭିଯୋଗରେ ଗିରଫ ଦୁର୍ଦ୍ଦାନ୍ତ ଅପରାଧି ରାଜା ଆଚାର୍ଯ୍ୟକୁ ବେଲ୍(Raja Acharya Released) । ୧୪ମାସ ଜେଲରେ ରହିବା ପରେ ମୁକୁଳିଛି ରାଜା ।
୧୪ ମାସ ପରେ ମୁକୁଳିଲା ରାଜା ଆଚାର୍ଯ୍ୟ - ମୁକୁଳିଲା ରାଜା ଆଚାର୍ଯ୍ୟ
14 ମାସ ପରେ ଦାଦାବଟି ଅଭିଯୋଗରେ ଗିରଫ ଦୁର୍ଦ୍ଦାନ୍ତ ଅପରାଧି ରାଜା ଆଚାର୍ଯ୍ୟକୁ ବେଲ୍(Raja Acharya Released From Jail ) । ଅଧିକ ପଢନ୍ତୁ

୧୪ ମାସ ପରେ ମୁକୁଳିଲା ରାଜା ଆଚାର୍ଯ୍ୟ
ଗତ ଅକ୍ଟୋବର ୨୦୨୦ କ୍ଯାପିଟାଲ ଥାନା ଦାଦାବଟି ଅଭିଯୋଗରେ ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା ପୋଲିସ । ପରେ ତାକୁ ଜାତୀୟ ନିରାପତ୍ତା ଆଇନ(NSA) ଲଗାଇଥିଲା କମିଶନରେଟ ପୋଲିସ । ପରେ ୧୪ ମାସ ଜେଲରେ ରହିବା ପରେ ସୋମବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛି । ବିରଞ୍ଚି ଦାସ ହତ୍ୟା ମାମଲାରେ ସେ ଜେଲରେ ଅଭିଯୁକ୍ତ ଭାବେ ସଜା କାଟି ବେଲରେ ଆସିବା ପରେ ଏକ ଦାଦାବଟି ମାମଲାରେ ପୁଣି ଜେଲ ଯାଇଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Dec 21, 2021, 12:02 PM IST