ଓଡିଶା

odisha

ETV Bharat / city

ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ପରଲୋକ - Jimut Mangraj

ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ଦୁର୍ଘଟଣାରେ ପରଲୋକ । ଜାଆଁଳା ଫାଣ୍ଡି ଅନ୍ତର୍ଗତ ଏନଏଚରେ ତାଙ୍କର ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ...

ଦୁର୍ଘଟଣାରେ ସ୍ବୀକୃତିପ୍ରାପ୍ତ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ପରଲୋକ
ଦୁର୍ଘଟଣାରେ ସ୍ବୀକୃତିପ୍ରାପ୍ତ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ପରଲୋକ

By

Published : Jun 27, 2021, 10:52 PM IST

ଭୁବନେଶ୍ବର:ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ଦୁର୍ଘଟଣାରେ ପରଲୋକ । ଜାଆଁଳା ଫାଣ୍ଡି ଅନ୍ତର୍ଗତ ଏନଏଚରେ ତାଙ୍କର ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାର କାରଣ ଜଣା ପଡିନଥିଲେ ବି ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଘଟଣାସ୍ଥଳରେ ତାଙ୍କର ଏକ ସ୍କୁଟି ସହ ଆଇଡି କାର୍ଡ଼ ଜବତ କରିଛି ପୋଲିସ । ତେବେ ଆଜି(ରବିବାର) ସନ୍ଧ୍ୟା ସମୟରେ ଅଘଟଣ ଘଟିଥିବା ବେଳେ ପୋଲିସ ଦୁର୍ଘଟଣାର କାରଣ ଖୋଜୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details