ଓଡିଶା

odisha

By

Published : Jul 5, 2022, 1:33 PM IST

ETV Bharat / city

ଆସିଲା BJB ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ

ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ଅଧିକ ପଢନ୍ତୁ

ବିଜେବି ଛାତ୍ରୀ ମୃତ୍ୟୁ ଘଟଣା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ବିଜେବି ଛାତ୍ରୀ ମୃତ୍ୟୁ ଘଟଣା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁନେଶ୍ବର:ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ରୁଚିକା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ । କୌଣସି ବାହ୍ୟ ଆଘାତ ନଥିବା ସ୍ପଷ୍ଟ ହୋଇଛି ରିପୋର୍ଟରେ । ଏଥିସହ ବେକରେ ଦାଗ ଓ ରଶି ଲଗାଇ ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ ପାଇଛି । ଏନେଇ କ୍ୟାପିଟାଲ ହସ୍ପିଟାଲ ରିପୋର୍ଟ ଦେଇଛି।

ବିଜେବି ଛାତ୍ରୀ ମୃତ୍ୟୁ ଘଟଣା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ABOUT THE AUTHOR

...view details