ଭୁବନେଶ୍ବର: ଆସନ୍ତା 25 ତାରିଖରେ ଭୁବନେଶ୍ଵରରେ ଯୁବ ଆକ୍ରୋଶ ସମାବେଶ ଅନୁଷ୍ଠିତ ହେବ । ଏଥିରେ ଭାରତୀୟ ଯୁବ କଂଗ୍ରେସର ସଭାପତି ବି.ଭି ଶ୍ରୀନିବାସ ଯୋଗ ଦେବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ମିଡିଆ ସେଲ ଅଧ୍ୟକ୍ଷ ନିହାର ବେହେରା ।
ଆସନ୍ତା 25ରେ ଭୁବନେଶ୍ଵରରେ ଯୁବ ଆକ୍ରୋଶ ସମାବେଶ - bhuubaneswar youth protest rally
ଆସନ୍ତା 25ରେ ଭୁବନେଶ୍ଵରରେ ଯୁବ ଆକ୍ରୋଶ ସମାବେଶ ଅନୁଷ୍ଠିତ ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ମିଡିଆ ସେଲ ଅଧ୍ୟକ୍ଷ ନିହାର ବେହେରା । ସେ ଅଭିଯୋଗ ଆଣିଛନ୍ତି ଯେ, ସେ ଯୁବ କଂଗ୍ରେସର ଅନେକ ଝିଅଙ୍କ ସହିତ ଖେଳ ଖେଳିଛନ୍ତି । ଅଧିକ ପଢନ୍ତୁ...
ଆସନ୍ତା 25 ତାରିଖରେ ଭୁବନେଶ୍ଵରରେ ଯୁବ ଆକ୍ରୋଶ ସମାବେଶ
ଆସନ୍ତା 25 ତାରିଖରେ ଭୁବନେଶ୍ଵରରେ ଯୁବ ଆକ୍ରୋଶ ସମାବେଶ
ସେ ଅଭିଯୋଗ ଆଣିଛନ୍ତି ଯେ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଜଣେ କଳଙ୍କିତ ବ୍ୟକ୍ତି । ସେ ଯୁବ କଂଗ୍ରେସର ଅନେକ ଝିଅଙ୍କ ସହିତ ଖେଳ ଖେଳିଛନ୍ତି । ସେମାନଙ୍କୁ ପ୍ରଲୋଭନ ଦେଖାଇ ତାଙ୍କୁ ଶୋଷଣ କରୁଛନ୍ତି । ଏହା ମାନ୍ୟବର ରାହୁଲ୍ ଗାନ୍ଧୀଙ୍କ ପ୍ରଚଳିତ ସିଷ୍ଟମ ପ୍ରତି ଚରମ ବିଶ୍ବାସ ଘାତକତା । ସ୍ମୃତି ଲେଙ୍କାଙ୍କୁ ଯୁବ କଂଗ୍ରେସ ପଦବୀରୁ ବରଖାସ୍ତ କରି ରାଜ୍ୟରେ ଯେଉଁ ଯୁବ ନେତା ତୃଣମୂଳ ସଂଗଠନ ସହ ଯୋଡ଼ି ହୋଇ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରୁ ଜଣଙ୍କୁ ନେତୃତ୍ୱ ଦେବାକୁ ଅନୁରୋଧ କରିଥିଲେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
Last Updated : Mar 21, 2021, 7:39 PM IST