ଭୁବନେଶ୍ବର: ହରିଜନ, ଆଦିବାସୀ ରାଜ୍ୟରେ 39 ପ୍ରତିଶତ ରହିଛନ୍ତି। ଏମାନଙ୍କ ବହୁବିଧ ଉନ୍ନୟନ ପାଇଁ ବିଧାନସଭାରେ ବସିଲା ଷ୍ଟାଣ୍ଡିଙ୍ଗ କମିଟି ବୈଠକ। କେଉଁ କ୍ଷେତ୍ରରେ ସେମାନେ ଅବହେଳିତ ରହିଛନ୍ତି ସେ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ସେମାନଙ୍କ ଜୀବନ ଜୀବିକା, ଭିତ୍ତିଭୂମି, ଶିକ୍ଷାର ଉନ୍ନତି ନେଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ବସିଛି।
ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ - Legislative Standing Committee was held
କେଉଁ କ୍ଷେତ୍ରରେ ସେମାନେ ଅବହେଳିତ ରହିଛନ୍ତି ସେ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ସେମାନଙ୍କ ଜୀବନ ଜୀବିକା, ଭିତ୍ତିଭୂମି, ଶିକ୍ଷାର ଉନ୍ନତି ନେଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ବସିଛି। ଅଧିକ ପଢନ୍ତୁ

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ
ଆଗାମୀ ଦିନରେ ଏହା ବ୍ୟାପକ ସ୍ତରରେ ଆଲୋଚନା କରାଯାଇ ଖସଡା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଶଶୀ ଭୂଷଣ ବେହେରା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ