ଭୁବନେଶ୍ବର : ଅବପାତର ରୂପ ନେଲା ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଜି ମଧ୍ୟାହ୍ନ 12ଟା ସୁଦ୍ଧା ଅବପାତର ରୂପ ନେଲା ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ସୃଷ୍ଟ ଲଘୁଚାପ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହି ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ମିଳିଛି । ଏସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ବର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ଅବପାତର ରୂପ ନେଲା ଲଘୁଚାପ - ଆସୁଛି ଆଉ ଏକ ଲଘୁଚାପ
ଅବପାତର ରୂପ ନେଲା ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଜି ମଧ୍ୟାହ୍ନ 12ଟା ସୁଦ୍ଧା ଅବପାତର ରୂପ ନେଲା ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ସୃଷ୍ଟ ଲଘୁଚାପ । ଅଧିକ ପଢନ୍ତୁ...
ଆସୁଛି ଆଉ ଏକ ଲଘୁଚାପ
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : Nov 11, 2021, 2:40 PM IST