ଭୁବନେଶ୍ବର: ସମଗ୍ର ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ଏହା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ ପୁଣି 97 ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ 3144 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ପୁଣି ରାଜ୍ୟର 97 ଆକ୍ରାନ୍ତ ସୁସ୍ଥ - 97 ଆକ୍ରାନ୍ତ ସୁସ୍ଥ
ସମଗ୍ର ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ଏହା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ ପୁଣି 97 ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ 3144 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ପୁଣି ରାଜ୍ୟର 97 ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ 11ଟି ଜିଲ୍ଲାରେ 97 ଜଣ ସୁସ୍ଥ ହୋଇଛନ୍ତି। ତେବେ ସୁସ୍ଥ ହୋଇଥିବା 97 ଆକ୍ରାନ୍ତଙ୍କ ମଧ୍ୟରୁ କଟକର 17 ଜଣ, ଖୋର୍ଦ୍ଧାରେ 16, ଗଂଜାମରେ 16, କନ୍ଧମାଳରେ 14, ମୟୂରଭଞ୍ଜରେ 9, ଯାଜପୁରରେ 7, ପୁରୀରେ 5 ଜଣ, ନୟାଗଡରେ 4, କେନ୍ଦ୍ରାପଡାରେ 3 ଓ ବରଗଡ଼ ଓ କେନ୍ଦୁଝରରେ 2 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ