ଓଡିଶା

odisha

By

Published : Jan 30, 2022, 9:45 PM IST

ETV Bharat / city

Odisha Covid Recovery Report : ଆଜି ସୁସ୍ଥ ହେଲେ 9191 କୋରୋନା ଆକ୍ରାନ୍ତ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 9191 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 11 ଲକ୍ଷ 93 ହଜାର 365କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery Report : ଆଜି ସୁସ୍ଥ ହେଲେ  9191 କୋରୋନା ଆକ୍ରାନ୍ତ
Odisha Covid Recovery Report : ଆଜି ସୁସ୍ଥ ହେଲେ 9191 କୋରୋନା ଆକ୍ରାନ୍ତ

ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 9191 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 11 ଲକ୍ଷ 93 ହଜାର 365କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାରୁ ୩୨୪୨, ସୁନ୍ଦରଗଡରୁ ୬୪୬, କଟକରୁ ୫୫୦, ନୂଆପଡାରୁ ୫୨୨, , ବାଲେଶ୍ବରରୁ ୩୪୫, ଯାଜପୁରରୁ ୨୫୫, ମୟୂରଭଞ୍ଜରୁ ୨୨୭ ଓ ନୟାଗଡରୁ ୨୦୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଅନୁଗୋଳରୁ ୧୮୧, ସମ୍ବଲପୁରରୁ ୧୭୬,କଳାହାଣ୍ତିରୁ ୧୬୬, ପୁରୀରୁ ୧୬୪, ବରଗଡରୁ ୧୫୨, କେନ୍ଦୁଝରରୁ ୧୫୨, ବଲାଙ୍ଗୀରରୁ ୧୩୮, ସୋନପୁରରୁ ୧୩୮, ସୋନପୁରରୁ ୧୨୯, ଭଦ୍ରକରୁ ୧୨୭ ଓ କେନ୍ଦ୍ରାପଡାରୁ ୧୧୪ ଜଣ ଆରୋଗ୍ୟ ହୋଇଛନ୍ତି । କନ୍ଧମାଳରୁ ୧୦୪, ଗଜପତିରୁ ୧୦୦, ରାୟଗଡାରୁ ୧୦୦, ନବରଙ୍ଗପୁରରୁ ୯୨, ଜଗତସିଂହପୁରରୁ ୯୧, ଢେଙ୍କାନାଳରୁ ୮୮, କୋରାପୁଟରୁ ୮୮ ଓ ଝାରସୁଗୁଡାରୁ ୮୫ ସୁସ୍ଥ ହୋଇଛନ୍ତି ।

ଦେଓଗଡରୁ ୭୨, ମାଲକାନଗିରିରୁ ୬୩ ଓ ଗଞ୍ଜାମରୁ ୪୭ ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୭୬୭ । ତେବେ, ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୪୫, ୯୧୧ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details