ଭୁବନେଶ୍ବର: ମହାମାରୀ କୋରୋନାରୁ ଶନିବାର ରାଜ୍ୟରେ 7578 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 1122 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 7 ଲକ୍ଷ 89 ହଜାର 66 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଶନିବାର ରାଜ୍ୟରେ 7578 ଜଣ ଆକ୍ରାନ୍ତ ସୁସ୍ଥ - ରାଜ୍ୟରେ 7578 ଜଣ ଆକ୍ରାନ୍ତ ସୁସ୍ଥ
ଶନିବାର ରାଜ୍ୟରେ 7578 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 1122 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 7 ଲକ୍ଷ 89 ହଜାର 66 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...
ଶନିବାର ରାଜ୍ୟରେ 7578 ଜଣ ଆକ୍ରାନ୍ତ ସୁସ୍ଥ
ତେବେ ଆରୋଗ୍ୟଙ୍କ ମଧ୍ୟରୁ ପୁରୀରୁ 332, ବଲାଙ୍ଗୀରରୁ 60, ଝାରସୁଗୁଡ଼ାରୁ 82, ନୂଆପଡ଼ାରୁ 30, ବରଗଡ଼ରୁ 207, ନବରଙ୍ଗପୁରରୁ 181, ସମ୍ବଲପୁରରୁ 137, ଯାଜପୁରରୁ 492, କଳାହାଣ୍ଡିରୁ 145, ମୟୂରଭଞ୍ଜରୁ 486, ରାୟଗଡ଼ାରୁ 139, ଗଞ୍ଜାମରୁ 105, କେନ୍ଦୁଝରରୁ 162, ନୟାଗଡ଼ରୁ 221, ସୋନପୁରରୁ 77, ଜଗତସିଂହପୁରରୁ 142, କୋରାପୁଟରୁ 99, ବାଲେଶ୍ବରରୁ 237, ଭଦ୍ରକରୁ 413, ଗଜପତିରୁ 63, କେନ୍ଦ୍ରାପଡ଼ାରୁ 339, ଦେବଗଡ଼ରୁ 66, କନ୍ଧମାଳରୁ 780, ମାଲକାନଗିରିରୁ 96, ଢ଼େଙ୍କାନାଳରୁ 418, ବୌଦ୍ଧରୁ 173 ଓ ଷ୍ଟେଟ୍ ପୁଲ୍ରୁ 200 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ