ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠରେ ସୋମବାର ପୁଣି 7 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବେଗୁନିଆରୁ 3, ଟାଙ୍ଗୀ 3 ଏବଂ ଖୋର୍ଦ୍ଧା ପୌରାଞ୍ଚଳରୁ ଜଣେ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧା ଉପଖଣ୍ଡରୁ ପୁଣି 7 କୋରୋନା ପଜିଟିଭ ଚିହ୍ନଟ - ଖୋର୍ଦ୍ଧା ଉପଖଣ୍ଡରୁ ପୁଣି 7 କୋରୋନା ପଜେଟିଭ ଚିହ୍ନଟ
ଖୋର୍ଦ୍ଧା ଉପକଣ୍ଠରେ ସୋମବାର ପୁଣି 7 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 5ଜଣଙ୍କୁ ସମ କୋଭିଡ ହସ୍ପିଟାଲକୁ ପଠାଇଥିବା ବେଳେ 2 ଜଣଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖୋର୍ଦ୍ଧା ଉପଖଣ୍ଡରୁ ପୁଣି 7 କୋରୋନା ପଜିଟିଭ ଚିହ୍ନଟ
ସେମାନଙ୍କ ମଧ୍ୟରୁ 5ଜଣଙ୍କୁ ସମ କୋଭିଡ ହସ୍ପିଟାଲକୁ ପଠାଇଥିବା ବେଳେ 2 ଜଣଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ