ଭୁବନେଶ୍ବର:64 ପୋଲିସ କର୍ମଚାରୀ ପାଇବେ ସିଏମ ଏକ୍ସିଲେନ୍ସ ମେଡାଲ । ଓଡିଶା ପୋଲିସ, ଭିଜିଲାନ୍ସ ବିଭାଗ, ଜିଲ୍ଲା ପୋଲିସର 64 ପୋଲିସ କର୍ମଚାରୀ ୫ ଟି ଜରିଆରେ ଉନ୍ନତ ମାନର ତଦନ୍ତ ପାଇଁ ପାଇବେ ସିଏମ ଏକ୍ସିଲେନ୍ସ ମେଡାଲ ।
୬୪ ପୋଲିସ ଅଫିସରଙ୍କୁ ‘CM ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ମେଡାଲ’ - ରାଜ୍ୟ ପୋଲିସ ବିଭାଗ
ରାଜ୍ୟର ପୋଲିସ ବିଭାଗରେ 5T ଜରିଆରେ ଉନ୍ନତ ମାନର ତଦନ୍ତ । 64 ପୋଲିସ କର୍ମଚାରୀ ପାଇବେ ସିଏମ ଏକ୍ସିଲେନ୍ସ ମେଡାଲ। ଅଧିକ ପଢନ୍ତୁ...
64 ପୋଲିସ କର୍ମଚାରୀ ପାଇବେ ସିଏମ ଏକ୍ସେଲେନସି ଆୱାର୍ଡ
ରାଜ୍ୟର ବିଭିନ୍ନ ଅପରାଧିକ ମାମଲାର ତଦନ୍ତରେ ଉନ୍ନତ ମାନର ତଦନ୍ତ କରି ସମ୍ମାନିତ ହେବାକୁ ଯାଉଛନ୍ତି ୬୪ଜଣ ପୋଲିସ କର୍ମଚାରୀ । ସେମାନଙ୍କ ମଧ୍ୟରେ ରହିଛନ୍ତି ଏଏସ ଆଇ ଠାରୁ ଆରମ୍ଭ କରି ଅତିରିକ୍ତ ଏସପି ରାଙ୍କର ଅଧିକାରୀ । ୫ଟି ଜରିଆରେ ସେମାନଙ୍କ କାର୍ଯ୍ୟ ପାଇଁ ଗୃହ ଵିଭାଗର ଅତିରିକ୍ତ ସଚିବ ଦ୍ଵାରା ମନୋନୀତ କରାଯାଇଛି । ଜାଣନ୍ତୁ ମେଡାଲ ପାଇବାକୁ ଥିବା ୬୪ ଜଣ ପୋଲିସ ଅଫିସରଙ୍କ ନାଁ ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ
Last Updated : Sep 1, 2021, 7:56 PM IST