ଭୁବନେଶ୍ବର: ରାଜ୍ୟରେ ଖୋଲିବ 6ଟି ନୂଆ କୋର୍ଟ । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଖୋଲିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏନେଇ ନଗର ଉନ୍ନୟନ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଖୋଲିବ ୬ଟି ନୂଆ କୋର୍ଟ - new court open
ରାଜ୍ୟରେ 6ଟି ନୂଆ କୋର୍ଟ ଖୋଲିବା ନେଇ ହାଇକୋର୍ଟଙ୍କ ଠାରୁ ମିଳିଲା ଅନୁମତି । କଟକ, ଭଦ୍ରକ, ଉଦଳା, ପଟ୍ଟାମୁଣ୍ଡାଇ, ନିଳଗିରି, ଖରିଆରରେ ଖୋଲିବ ନୂଆ କୋର୍ଟ ।
![ରାଜ୍ୟରେ ଖୋଲିବ ୬ଟି ନୂଆ କୋର୍ଟ](https://etvbharatimages.akamaized.net/etvbharat/prod-images/768-512-5059632-thumbnail-3x2-court.jpg)
ଖୋଲିବ ୬ଟି ନୂଆ କୋର୍ଟ
କଟକ, ଭଦ୍ରକ, ବାଲେଶ୍ବରର ନିଳଗିରି, ମୟୂରଭଞ୍ଜର ଉଦଳା, କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ, ନୂଆପଡାର ଖରିଆରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଖୋଲାଯିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ