ଓଡିଶା

odisha

ETV Bharat / city

ଭୁବନେଶ୍ବରରୁ 6 ପଜିଟିଭ ଚିହ୍ନଟ, ଜଣେ ସୁସ୍ଥ - ଭୁବନେଶ୍ବରରେ 6 ପଜିଟିଭ ଚିହ୍ନଟ

ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ଦିନରେ 6ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଜଣେ ସୁସ୍ଥ ମଧ୍ୟ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭୁବନେଶ୍ବରରେ 6 ପଜିଟିଭ ଚିହ୍ନଟ, ଜଣେ ସୁସ୍ଥ
ଭୁବନେଶ୍ବରରେ 6 ପଜିଟିଭ ଚିହ୍ନଟ, ଜଣେ ସୁସ୍ଥ

By

Published : Jun 11, 2020, 8:30 AM IST

ଭୁବନେଶ୍ବର: ରାଜଧାନୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଗୋଟିଏ ଦିନରେ 6ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କିନ୍ତୁ ଜଣେ ସୁସ୍ଥ ମଧ୍ୟ ହୋଇଛନ୍ତି ।

ଭୁବନେଶ୍ବରରେ 6 ପଜିଟିଭ ଚିହ୍ନଟ, ଜଣେ ସୁସ୍ଥ

ରାଜ୍ୟରେ କୋରୋନା ସ୍ଥିତି ଚିନ୍ତାଜନକ ହୋଇପଡ଼ିଲାଣି । ଭୁବନେଶ୍ବରରେ ମଧ୍ୟ ସମାନ ଦଶା । ଏହି 6 ଜଣଙ୍କ ମଧ୍ୟରୁ 5 ଜଣ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ବେଳେ ଜଣେ ମାତ୍ର ସ୍ଥାନୀୟ ଚିହ୍ନଟ ହୋଇଛନ୍ତି ।

ଆପୋଲୋ ହସ୍ପିଟାଲର 38 ବର୍ଷୀୟ କର୍ମଚାରୀ, ଏମ୍ସର 4 ଜଣ ଡାକ୍ତର ଯାହାଙ୍କର ବୟସ ଯଥାକ୍ରମେ 37, 31, 30 24 ବର୍ଷ ହେବ । ଏହି ସମସ୍ତ ଡାକ୍ତରଙ୍କର ରିପୋର୍ଟ ପଜିଟିଭ ଆସିଛି । ଅନ୍ୟପଟେ ପୋଖରିପୁଟର ଜଣେ 35 ବର୍ଷୀୟ ବ୍ୟକ୍ତି କନ୍ଧମାଳ ଫେରନ୍ତା ତାଙ୍କ ପାଖରେ ପଜିଟିଭ ଚିହ୍ନଟ ହୋଇଛି । ଏହାସହ ଜୟଦେବ ବିହାର ସ୍ଥିତ ବିଷ୍ଣୁ ପ୍ରିୟା ଆପାର୍ଟମେଣ୍ଟର ଜଣେ 46 ବର୍ଷୀୟ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details